Looking for our company website?  
AgroStar Krishi Gyaan
Pune, Maharashtra
22 Oct 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଧାନ ଫସଲ ପାଚିବା ସମୟରେ ଏହାକୁ ମୂଷାଙ୍କଠାରୁ ରକ୍ଷା କରନ୍ତୁ
ମୂଷାମାନେ ପାଚିଲା କେଣ୍ଢାକୁ ଖାଇବା ପାଇଁ ସେମାନଙ୍କ ଗାତ ଭିତରକୁ ଘୋଷାଡି ନିଅନ୍ତି । ଅଧିକ ହେଲେ ବିଷାକ୍ତ ଔଷଧ ପ୍ରୟୋଗ କରନ୍ତୁ କିମ୍ବା ମୂଷାଗାତରେ ବ୍ୟବହାର ପାଇଁ ପ୍ରସ୍ତୁତ ବ୍ରୋମାଡିଏଲୋନ୍‌ ଓ୍ୱାକ୍ସ କେକ୍‌ ପ୍ରୟୋଗ କରନ୍ତୁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
169
15