Looking for our company website?  
AgroStar Krishi Gyaan
Pune, Maharashtra
18 Feb 19, 06:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ପରିବା ଜାତୀୟ ଗଛରେ ପୁନର୍ବାର ରୁଆ ଏବଂ କୀଟ/ରୋଗର ଦମନ
ପରିବା ଜାତୀୟ ଗଛର ଚାରା ରୋଇବାପାଇଁ ପ୍ରକ୍ରିୟାକରଣ ହେବା ଉଚିତ | ଚାରା ଗୁଡିକ ଆରେବା ୧ ଗ୍ରାମ/ଲିଟର, ଏମ୪୫ ୩ ଗ୍ରାମ/ଲିଟର, ଏବଂ ହ୍ୟୁମିକ ପାଉଡର ୩ ଗ୍ରାମ/ଲିଟରର ମିଶ୍ରଣରେ ବୁଡା଼ଇରଖିବା ଉଚିତ | ଏହାଦ୍ଵାରା ଜମିରେ କୀଟ/ରୋଗ ସଂକ୍ରମଣରୁ ରକ୍ଷା ମିଳିବ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
1
0