Looking for our company website?  
AgroStar Krishi Gyaan
Pune, Maharashtra
10 Oct 19, 12:00 PM
ପଶୁ ପାଳନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଗାଈଗୋରୁଙ୍କ ଠାରେ ବାରମ୍ବାର ପ୍ରଜନନ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ
ଯେଉଁ ଗାବାଦି ପଶୁ ଥରେ କିମ୍ବା ଦୁଇଥର ପ୍ରସବ କରିଥା’ନ୍ତି ସେମାନଙ୍କ ଠାରେ ହିଁ ମୁଖ୍ୟତଃ ପୁନଃ ପ୍ରଜନନ ସମସ୍ୟା ରହିଥାଏ । ଗୋପାଳକ ଏହି ସମସ୍ୟା ପ୍ରତି ନିର୍ଦ୍ଧିଷ୍ଟ ଧ୍ୟାନ ଦେବା ଆବଶ୍ୟକ । ତୁରନ୍ତ ପଶୁ ଡାକ୍ତରଙ୍କୁ ଯୋଗାଯୋଗ କରିବା ଉଚିତ୍‌ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
211
0