Looking for our company website?  
AgroStar Krishi Gyaan
Pune, Maharashtra
07 Aug 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ବିଲାତିବାଇଗଣର ସର୍ବାଧିକ ଉତ୍ପାଦନ ପାଇଁ ସାରର ସୁପାରିଶିତ ମାତ୍ରା(ଡ଼ୋଜ)
କୃଷକଙ୍କ ନାମ : ଶ୍ରୀ. ଟିପେସ ରାଜ୍ୟ : କର୍ଣ୍ଣାଟକ ଟିପ୍‌: ପ୍ରତି ଏକରରେ 13:0:45 @3 କିଲୋଗ୍ରାମ୍‌ ଏବଂ ଚାରିଦିନ ପରେ ଡ୍ରିପ୍‌ ମାଧ୍ୟମରେ କ୍ୟାଲ୍‌ସିୟମ ନାଇଟ୍ରେଟ୍‌ ଦେବା ଉଚିତ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
666
23