AgroStar Krishi Gyaan
Pune, Maharashtra
04 Aug 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଆଖୁର ସର୍ବାଧିକ ଉତ୍ପାଦନ ପାଇଁ ସାରର ସୁପାରିଶିତ ମାତ୍ରା(ଡ଼ୋଜ)
କୃଷକଙ୍କ ନାମ : ଶ୍ରୀ ରାହୁଲ ସୁର୍ଯ୍ୟବଂଶୀ ରାଜ୍ୟ :ମହାରାଷ୍ଟ୍ର ଟିପ୍‌: ମାଟି ମାଧ୍ୟମରେ ପ୍ରତି ଏକରରେ 50 କିଲୋଗ୍ରାମ୍‌ ୟୁରିଆ, 50 କିଲୋଗ୍ରାମ୍‌ ଡିଏପି, 50 କିଲୋଗ୍ରାମ୍‌ ପୋଟାସ, 10 କିଲୋଗ୍ରାମ୍‌ ସଲ୍‌ଫର 90% ଦେବା ଉଚିତ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
270
3