Looking for our company website?  
AgroStar Krishi Gyaan
Pune, Maharashtra
23 Aug 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସୁସ୍ଥକର କପାର ବୃଦ୍ଧି ପାଇଁ ସୁପାରିଶିତ ସାରର ମାତ୍ରା
କୃଷକଙ୍କ ନାମ: ଶ୍ରୀ. ସତିଶ ପାଟିଲ ରାଜ୍ୟ: ମହାରାଷ୍ଟ୍ର ଟିପ୍‌: ପ୍ରତି ଏକର ପିଛା ମାଟି ମାଧ୍ୟମରେ 25 କିଲୋଗ୍ରାମ୍‌ ୟୁରିଆ, 50 କିଲୋଗ୍ରାମ୍‌ 10:26:26, 8 କିଲୋଗ୍ରାମ୍‌ ମ୍ୟାଗ୍ନେସିୟମ ସଲଫେଟ୍‌ ମିଶ୍ରଣ କରି ଦିଅନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
818
60