Looking for our company website?  
AgroStar Krishi Gyaan
Pune, Maharashtra
30 Oct 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଶୀତ ଋତୁରେ ଫସଲ ବୃଦ୍ଧିର ବିକାଶ କରିବା ନିମନ୍ତେ ଉପଯୁକ୍ତ ପରିଚାଳନା ଅଭ୍ୟାସଗୁଡ଼ିକ l
ଶୀତ ଋତୁରେ କମ ତାପମାତ୍ରା ଯୋଗୁଁ ଫସଲ ତେଜୋଦୀପ୍ତ ଭାବରେ ବଢ଼ିପାରେ ନାହିଁ l ଚାରା ରୋପଣ ପୂର୍ବରୁ ମାଟିରେ ପଚାସଢା ବାଡ଼ି ଖତ (ଏଫୱାଇଏମ) ପ୍ରୟୋଗ କରନ୍ତୁ ଏବଂ ଫସଲ ବଢ଼ିବା ସମୟରେ ମାଟିର ଉତ୍ତାପ ବୃଦ୍ଧି କରିବା ପାଇଁ ଜୈବିକ ସାର ଗୁଡ଼ିକୁ ପ୍ରୟୋଗ କରନ୍ତୁ l ସୁକ୍ଷ୍ମଜୀବ ମାନଙ୍କର ଜୈବ କ୍ରିୟାକଳାପ ଯୋଗୁଁ ମାଟିର ଉତ୍ତାପ ବୃଦ୍ଧି ହୁଏ, ଫସଲ ବୃଦ୍ଧି ପାଇଁ ଏକ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ଏହା ଯଥେଷ୍ଟ ମଜବୁତ ହେବ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
73
0