Looking for our company website?  
AgroStar Krishi Gyaan
Pune, Maharashtra
12 Oct 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଆତରେ ମିଲିବଗ୍‌ ସଂକ୍ରମଣର ପ୍ରତିକାର
ମିଲିବଗ୍‌ ଗୁଡ଼ିକ ଗଛ ଆଖପାଖ ମାଟିରେ ରହିଥାନ୍ତି । ଉପଯୁକ୍ତ ପରିବେଶ ପାଇଲେ ସେମାନେ ଗଛରେ ଚଢ଼ନ୍ତି ଏବଂ ବିକଶିତ ହେଉଥିବା ଫଳଗୁଡ଼ିକୁ ସଂକ୍ରମିତ କରନ୍ତି। ମାଟିଠାରୁ 1ରୁ 1.5ଫୁଟ ଉଚ୍ଚତାରେ ପ୍ଲାଷ୍ଟିକ ଆବରଣ ଗୁଡ଼ାଇ ଗ୍ରୀଜ୍‌ ପ୍ରୟୋଗ କରନ୍ତୁ। ଏହାର ଉଭୟ ପାର୍ଶ୍ୱକୁ ଗୋବରରେ ବନ୍ଦ କରନ୍ତୁ ।
122
6