Looking for our company website?  
AgroStar Krishi Gyaan
Pune, Maharashtra
23 Apr 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଓକରା ଫଳ ବିନ୍ଧା
ପ୍ରତି 10 ଲିଟର ପାଣିରେ ସାଇଣ୍ଟ୍ରାନିଲିପ୍ରୋଲ୍‌ 10 ଓଡ଼ି (OD) @ 10 ମି.ଲି. କିମ୍ବା ଡ଼େଲ୍ଟାମେଥ୍ରିନ 1% + ଟ୍ରିଆଜୋଫୋସ୍‌ 35% ଇସି (EC) @ 10 ମି.ଲି. ମିଶାଇ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
144
11