Looking for our company website?  
AgroStar Krishi Gyaan
Pune, Maharashtra
03 Jul 19, 10:00 AM
ଆନ୍ତଃରାଷ୍ଟ୍ରୀୟ କୃଷିନୋଆଲ ଫାର୍ମ
ରସୁଣ ଚାଷରେ ପ୍ଲାଷ୍ଟିକ ଚାଦର ଘୋଡେ଼ଇବା
କନ୍ଦାଜାତୀୟ ଚାଷ ଗୁଡିକ ମଧ୍ୟରୁ ରସୁଣ ଚାଷ ହେଉଛି ଅନ୍ୟତମ ମୁଖ୍ୟ ଚାଷ l ପ୍ରାଥମିକ ଭାବରେ ରସୁଣକୁ ମସଲା ଭାବରେ ବ୍ୟବହାର କରାଯାଏ l ଏହା ହେଉଛି କାର୍ବୋହାଇଡ୍ରେଟ, ପ୍ରୋଟିନ ଏବଂ ଫସଫରସର ଏକ ମୁଖ୍ୟ ଉତ୍ସ l ବଦହଜମୀରେ ରସୁଣ ସାହାଯ୍ୟ କରେ ଏବଂ ମନୁଷ୍ୟଙ୍କ ରକ୍ତରେ କୋଲେଷ୍ଟେରଲର ମାତ୍ରା କୁ ହ୍ରାସ କରେ l ଗୃହ ତାପମାତ୍ରାରେ ରସୁଣ କୁ ୮ ମାସ ପର୍ଯ୍ୟନ୍ତ ଗଚ୍ଛିତ କରି ରଖାଯାଇପାରିବ l ଏହା ଅନାବନା ଗଛର ପୋଷଣକାରୀଙ୍କୁ ନିୟନ୍ତ୍ରଣ କରିଥାଏ ଏବଂ ରସୁଣ ଫାର୍ମରେ ମୃତ୍ତିକାଜାତ ରୋଗ ଗୁଡିକର ନିୟନ୍ତ୍ରଣ କରିଥାଏ l ଉତ୍ସ: ନୋଆଲ ଫାର୍ମ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
245
0