AgroStar Krishi Gyaan
Pune, Maharashtra
07 Aug 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କଳା ତୁଳସୀକୁ ସପୋଟାର ଆଖପାଖରେ ଏକ ଜାଲ ଫସଲ ଭାବରେ ଲଗାନ୍ତୁ
କଢ ବିନ୍ଧା କୀଟମାନଙ୍କୁ ଆକର୍ଷିତ ଏବଂ ନଷ୍ଟ କରିବା ପାଇଁ, 1 ଲିଟର ପାଣିରେ 500 ଗ୍ରାମ୍‌ ପତ୍ରରୁ ଦ୍ରବଣ ପ୍ରସ୍ତୁତ କରନ୍ତୁ | ଏହାକ ଗୋଟେ ଖଣ୍ଡ ସ୍ପଞ୍ଜରେ ବୁଡାନ୍ତୁ ଏବଂ ଏହାକୁ ଜାଲ ଭିତରେ ରଖନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
2
0