Looking for our company website?  
AgroStar Krishi Gyaan
Pune, Maharashtra
28 Aug 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଗୋଲାପୀ ବୋଲୱାର୍ମ ନିୟନ୍ତ୍ରଣ
ପ୍ରତି 10 ଲିଟର ପାଣିରେ ଇଣ୍ଡୋସ୍କାକାର୍ବ 15.8 ଇସି @ 5 ମିଲିଲିଟର କିମ୍ବା ଇମାମେକ୍ଟିନ୍‌ ବେଞ୍ଜୋଏଟ୍‌ 5 ଏସଜି @ 5 ଗ୍ରାମ୍‌ କିମ୍ବା ବେଟା-ସାଇଫ୍ଲୁଥ୍ରୀନ୍‌ 2.5 SC @ 10 ମିଲିଲିଟର କିମ୍ବା ଡ଼େଲ୍ଟାମେଥ୍ରୀନ୍‌ 1% + ତ୍ରିଆଜୋଫୋସ୍‌ 35% ଇସି @ 10 ମିଲିଲିଟର କିମ୍ବା କ୍ଲୋରଣ୍ଟ୍ରାନିଲିପ୍ରୋଲ୍‌ 9.3% + ଲାମ୍ବଡ଼ା ସାଇହେଲୋଥ୍ରୀନ୍‌ 4.6% ଜେଡ଼ସି @ 5 ମିଲିଲିଟର ମିଶାଇ ସିଞ୍ଚନ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
5
0