Looking for our company website?  
AgroStar Krishi Gyaan
Pune, Maharashtra
28 Sep 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଧାନ ପତ୍ର ଫୋଲ୍ଡରର ନିୟନ୍ତ୍ରଣ
ହେକ୍ଟର ପିଛା ମାଟିରେ କ୍ଲୋରଣ୍ଟ୍ରାନିଲିପ୍ରୋଲ୍‌ 0.4 ଜିଆର @ 10 କିଲୋଗ୍ରାମ୍‌ କିମ୍ୱା ଫିପ୍ରୋନିଲ 0.3 ଜିଆର @ 20 କିଲୋଗ୍ରାମ୍‌ କିମ୍ୱା କାର୍ଟାପ ହାଇଡ୍ରୋକ୍ଲୋରାଇଡ଼ 4ଜି @ 10 କିଲୋଗ୍ରାମ୍‌ କିମ୍ୱା କ୍ଲୋରଣ୍ଟ୍ରାନିଲିପ୍ରୋଲ୍‌ 0.5% + ଥିଆମେଥୋସ୍କାମ୍‌ 1% ଜିଆର @ 6 କିଲୋଗ୍ରାମ୍‌ ପ୍ରୟୋଗ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
15
0