Looking for our company website?  
AgroStar Krishi Gyaan
Pune, Maharashtra
18 Nov 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଜଡ଼ା ଚାଷରେ ପତ୍ର ଖାଉଥିବା ସଂବାଳୁଆ ଦେଖାଗଲେ
କୃଷକଙ୍କ ନାମ: ଶ୍ରୀ. ରାମ ବାବୁ ରାଜ୍ୟ: ଆନ୍ଧ୍ରପ୍ରଦେଶ ଟିପ୍‌: ପ୍ରତି ହେକ୍ଟର ପିଛା 200 ଲିଟର ପାଣିରେ ଇମାମ୍ୟାକ୍ଟିନ ବେନଜୋଏଟ 5% SG @100 ଗ୍ରାମ୍‌ କିମ୍ୱା କ୍ଲୋରଣ୍ଟ୍ରେନପ୍ରୋଲ 18.5% SC @60 ମିଲିଲିଟର ମିଶାଇ ଦ୍ରବଣ ପ୍ରସ୍ତୁତ କରି ସ୍ପ୍ରେ କରାଯିବା ଉଚିତ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
82
1