Looking for our company website?  
AgroStar Krishi Gyaan
Pune, Maharashtra
24 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ନାଲି କପା ପୋକ ବିଷୟରେ ଅଧିକ ଜାଣନ୍ତୁ
ନାଲି ରଙ୍ଗର ଅବିକଶିତ କୀଟ ଏବଂ ପରିପକ୍ୱ କୀଟର ସବୁଜ ବଲ୍‌ରେ ଥିବା ମଞ୍ଜିରୁ ଗଜାଗୁଡ଼ିକୁ ଶୋଷି ନିଅନ୍ତି । ସେମାନଙ୍କର ସ୍ରାବ ଏବଂ ମଳ ଯୋଗୁଁ ଅବାଞ୍ଛିତ ବ୍ୟାକ୍ଟେରିଆ ଏବଂ ଫିମ୍ପି ସୃଷ୍ଟି ହୁଏ ଓ ତନ୍ତୁର ମାନରେ ଅବନତି ଘଟେ। ଗତ ତିନିବର୍ଷ ଧରି ଏହି ଘଟଣା ଅଧିକ ବୃଦ୍ଧି ପାଇଛି। ବିହନ ଉଦ୍ଦେଶ୍ୟରେ ଚାଷ କରାଯାଉଥିବା କପା ଜମିରେ ଏହି ଘଟଣା ଅଧିକ ହେଲେ ଉଲ୍ଲେଖଯୋଗ୍ୟ ଆର୍ଥିକ କ୍ଷତି ଘଟିପାରେ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
54
7