Looking for our company website?  
AgroStar Krishi Gyaan
Pune, Maharashtra
06 Oct 19, 12:00 PM
ପଶୁ ପାଳନଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସଠିକ୍‌ ସମୟରେ ନିଜର ପଶୁମାନଙ୍କର ପାଟି ଏବଂ ପାଦରେ ଟୀକା ଦିଅନ୍ତୁ
ଏହି ଭାଇରାଲ୍‌ ରୋଗ ଦ୍ୱାରା ଦୁଗ୍ଧର ଉତ୍ପାଦନ କମ୍‌ ହୋଇଯାଏ | ପଶୁମାନେ ଛୋଟେଇବା ଆରମ୍ଭ କରନ୍ତି | ଏହି ଟୀକାକରଣ ବର୍ଷରେ ଦୁଇଥର ଦେଵା ଆବଶ୍ୟକ | ସରକାରଙ୍କ ଦ୍ୱାରା ଟୀକାକରଣ ଅଭିଯାନ ଜାରି ରହିଛି: ଲାଭ ଉଠାଇବା ଉଚିତ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
281
0