AgroStar Krishi Gyaan
Pune, Maharashtra
27 Mar 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଅତ୍ୟଧିକ ଚିନାବାଦାମ ଉତ୍ପାଦନ ପାଇଁ ପୋଷଣର ଆବଶ୍ୟକତା
କୃଷକଙ୍କ ନାମ- ଶ୍ରୀ. ରାଜ ୱାସନିକ ରାଜ୍ୟ- ମହାରାଷ୍ଟ୍ର ଟିପ୍‌- ପ୍ରତି ଏକର, ସଲଫର 90% @ 3 କିଲୋଗ୍ରାମ ରାସାୟନିକ ସାର ମିଶାନ୍ତୁ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
362
17