AgroStar Krishi Gyaan
Pune, Maharashtra
16 Jul 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସର୍ବାଧିକ ଉତ୍ପାଦନ ପାଇଁ କଦଳୀରେ ପୋଷକତତ୍ତ୍ୱର ପରିଚାଳନା
କୃଷକଙ୍କ ନାମ - ଶ୍ରୀ ମାରାସ୍ୱାମୀ ରାଜ୍ୟ - ତାମିଲନାଡ଼ୁ ପରାମର୍ଶ- ଏକର ପ୍ରତି 19:19:19@5 କିଗ୍ରା ବୁନ୍ଦା ଜଳସେଚନରେ ଦିଆଯିବା ଉଚିତ୍ ଓ ପମ୍ପ ପ୍ରତି 20 ଗ୍ରାମ୍ ସୂକ୍ଷ୍ମପୋଷକତତ୍ତ୍ୱ ସ୍ପ୍ରେ କରନ୍ତୁ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
304
7