AgroStar Krishi Gyaan
Pune, Maharashtra
07 Aug 19, 10:00 AM
ଆନ୍ତଃରାଷ୍ଟ୍ରୀୟ କୃଷିTrekkerweb
କୃଷିରେ ଯାନ୍ତ୍ରିକୀକରଣ
ଯାନ୍ତ୍ରିକୀକରଣ ହେଉଛି କୃଷିଜାତୀୟ ଫସଲ ଉତ୍ପାଦନ ପାଇଁ ଏକ ମୁଖ୍ୟ ଇନପୁଟ ଅଟେ ଏବଂ ଏହାକୁ ଐତହାସିକ କାଳରୁ ବିକାଶଶୀଳ ଦେଶମାନଙ୍କରେ ଅଣଦେଖା କରାଯାଇଛି | ପରିବେଶ ପାଇଁ ଅନୁକୂଳଯୁକ୍ତ ନୂଆ କୌଶଳ ପ୍ରୟୋଗ କରିବା ଦ୍ୱାରା କୃଷକମାନଙ୍କୁ ସର୍ବନିମ୍ନ ସମ୍ୱଳ ବ୍ୟବହାର କରି ଦକ୍ଷତାପୂର୍ଣ୍ଣଭାବେ ଅଧିକ ଫସଲ ଉତ୍ପାଦନ କରିବା ପାଇଁ ଅନୁମତି ଦିଏ | ଉତ୍ସ:Trekkerweb
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
228
0