Looking for our company website?  
AgroStar Krishi Gyaan
Pune, Maharashtra
20 Mar 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଟମାଟୋ କ୍ଷେତରେ ଟ୍ରାପ୍‌ ଫସଲ ଭାବରେ ଗେଣ୍ଡୁ |
ଟମାଟୋ କ୍ଷେତର ଚାରିପାଖରେ ଗେଣ୍ଡୁ ଲଗାନ୍ତୁ | ବୟସ୍କ ଫଳ ବିନ୍ଧାକୀଟ ଟମାଟୋ ଅପେକ୍ଷା ଗେଣ୍ଡୁଫୁଲରେ ସେମାନଙ୍କର ସର୍ବାଧିକ ଅଣ୍ଡା ଦିଅନ୍ତି ଯାହା ଫଳରେ ଟମାଟୋ ଫସଲ ଫଳ ବିନ୍ଧାକୀଟ ଦ୍ୱାରା ସଂକ୍ରମିତ ହେବ ନାହିଁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
786
22