AgroStar Krishi Gyaan
Pune, Maharashtra
27 Feb 19, 06:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସୂର୍ଯ୍ୟମୁଖୀରେ ପାଣିର ବ୍ୟବସ୍ଥା
ସୂର୍ଯ୍ୟମୁଖୀରେ କଢ଼ ଓ ଫୁଲ ଧରିବା ପରେ ପ୍ରଥମ ଜଳସେଚନ ପରେ ଦ୍ଵିତୀୟ ଜଳସେଚନ କରାଯିବା ଉଚିତ | ଏହାଦ୍ଵାରା ଉତ୍ପାଦନରେ କ୍ଷତି ହୁଏନାହିଁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
3
0