AgroStar Krishi Gyaan
Pune, Maharashtra
29 Mar 19, 11:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଆଖୁ ଚାଷ ହେଉଥିବା ଜମିରେ ମୂଷାର ପରିଚଳନା |
ଆଖୁର ଠିଆ ଫସଲକୁ ମୂଷାମାନେ ବହୁତ କ୍ଷତି କରିଥାଆନ୍ତି, ତେଣୁ ସେଗୁଡ଼ିକୁ ସାରା ଫସଲ ଅବଧିରେ ତିନି ଥର ପ୍ରତିରୋଧ କରିବା ଦରକାର |
ବିଷ ଥୋପ ପ୍ରୟୋଗ କରନ୍ତୁ – ଆଖୁ ବିଲ‍ରେ ମୂଷାର ପ୍ରତିରୋଧ ପାଇଁ ଜିଙ୍କ ଫସଫାଇଡ଼ ବ୍ୟବହୃତ ହୁଏ | ଜିଙ୍କ ଫସଫାଇଡ଼ କୁ ବିଷ ଥୋପ କରିବା ପାଇଁ 80% 25 ଗ୍ରାମ୍‍‍ + 25 ମି.ଲି. ଖାଇବା ତେଲ + 900 ଗ୍ରାମ୍‌ ଗହମ ଅଟା + 50 ଗ୍ରାମ୍‌ ଚିନିକୁ ମିଶାଇ, 10 ଗ୍ରାମ୍‌ ର 10ଟି ବଟିକା ତିଆରି କରି ମୂଷାଙ୍କୁ ଖାଇବାକୁ ଦିଅନ୍ତୁ, 1ଟି ବଟିକା ବିଲ ର ପ୍ରତି ଗାତ ପାଖରେ ରଖନ୍ତୁ | ବିଷାକ୍ତ ବଟିକା ରଖିବାର ଗୋଟିଏ ଦିନ ପୂର୍ବରୁ ବିଷ ନଥିବା ବଟିକା ରଖନ୍ତୁ ଯାହା ଦ୍ୱାରା ସେହି ବଟିକା ଖାଇବା ପାଇଁ ମୂଷାଙ୍କର ଅଭ୍ୟାସ ହୋ‍ଇଯିବ | ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
30
0