AgroStar Krishi Gyaan
Pune, Maharashtra
20 Aug 19, 06:00 AM
ଦିନର ଟିପ୍ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଲେମ୍ବୁରେ ପତ୍ର ଖଣିକର ପରିଚାଳନା
ପ୍ରତି 10 ଲିଟର ପାଣିରେ ଇମିଡ଼ାକ୍ଲୋପ୍ରିଡ଼ 17.8 ଏସଏଲ @5 ମିଲିଲିଟର କିମ୍ବା ମିଥାଇଲ୍-ଓ-ଡେମେଟୋନ୍ 25 ଇସି @10 ମିଲିଲିଟର ମିଶାଇ ସିଞ୍ଚନ କରନ୍ତୁ କିମ୍ବା ଗଛର ଚାରି ପାଖରେ ଥିବା ମାଟିରେ ପ୍ରତି ହେକ୍ଟର କାର୍ବୋଫୁରାନ 3ଜି @33 କିଲୋଗ୍ରାମ୍ କିମ୍ବା ଫୋରେଟ୍ 10ଜି @10 କିଲୋଗ୍ରାମ୍ ପ୍ରୟୋଗ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍ ଅପ୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍ କରନ୍ତୁ |