Looking for our company website?  
AgroStar Krishi Gyaan
Pune, Maharashtra
30 Jan 19, 12:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ରସୁଣ ଚାଷରେ ପରିଚାଳନା
ରସୁଣକୁ ସମାନ ପଟାଳି ଉପରେ ଲଗାଇବା ଆବଶ୍ୟକ, ଯାହା ଦ୍ୱାରା ଅନାବନା ଗଛ ବାଛିବା ସମୟରେ ରସୁଣର ବୁଦାକୁ ମାଟି ଟେକାଯାଇପାରିବ l ରସୁଣ ବୁଦାଗୁଡ଼ିକର ଆକାର ବୃଦ୍ଧି ପାଇଁ ଏହିପରି ମାଟି ଟେକିବା ନିହାତି ଜରୁରୀ ଅଟେ l
0
0