Looking for our company website?  
AgroStar Krishi Gyaan
Pune, Maharashtra
17 May 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଡାଇବ୍ୟାକ୍‌ କମଳାର ପରିଚାଳନା
କମଳାରେ ଡାଇବ୍ୟାକ୍‌ ରୋଗ କାରଣରୁ, ଶାଖାଗୁଡ଼ିକ ଉପର ପଟୁ ସୁଖିଯାଏ | ତେଣୁ ଗଛର ସେହି ଅଂଶ କାଟିଦିଅନ୍ତୁ ଏବଂ ତାକୁ ଅଲଗା କରିଦନ୍ତୁ ଏବଂ ଗଛର କଟା ଅଂଶରେ ବୋର୍ଡୋ ପେଷ୍ଟ ଲଗାନ୍ତୁ | କପର ଅକ୍ସିକ୍ଲୋରାଇଡ 50%WP@2.5 ଗ୍ରାମ ପାଣିରେ ମିସାଇ ସ୍ପ୍ରେ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
34
7