AgroStar Krishi Gyaan
Pune, Maharashtra
20 May 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଲଙ୍କା ମରିଚରେ ଡିଆବ୍ୟାକ୍‍ ରୋଗର ପରିଚାଳନା
ଲଙ୍କା ମରିଚରେ ଡିଆବ୍ୟାକ୍‍ ରୋଗର ପରିଚାଳନା ପାଇଁ, ପ୍ରତି ଏକର କ୍ଲୋରୋଥିଓନିଲ ୭୫%ଡବ୍ଲ୍ୟୁ ପି@୪୦୦ ଗ୍ରାମ କିମ୍ୱା ଡାଇଫେନ୍ସୋଅଜାଲ ୨୫%ଇସି@୧୦୦ ମିଲିଲିଟର ପ୍ରତି ଏକର ୨୦୦ ଲିଟର ପାଣିରେ ମିଶ୍ରଣ ଏବଂ ସ୍ପ୍ରେ କରିବା ଦରକାର ଏବଂ ଫଙ୍କୁନାଶକ ଦିନେ ଛଡା ଦିନେ ୧୦ ରୁ ୧୫ ଦିନ ବ୍ୟବଧାନରେ ସ୍ପ୍ରେ କରିବା ଦରକାର
170
8