Looking for our company website?  
AgroStar Krishi Gyaan
Pune, Maharashtra
09 Feb 19, 12:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଫସଲ ଚକ୍ରୀକରଣର ପରିଚାଳନା
କୌଣସି ନୂତନ ଫସଲ ଲଗେଇବା ପୂର୍ବରୁ ମୁଖ୍ୟ କଥା ହେଉଛି, ଫସଲ ଚକ୍ରୀକରଣ ବିଷୟରେ ବିବେଚନା କରିବା l ଭଲ ଉତ୍ପାଦନ ପାଇଁ କଖାରୁଜାତୀୟ ଫସଲ, ଟମାଟୋ, ବାଇଗଣ, ଲଙ୍କା, ଭେଣ୍ଡି ସବୁକୁ ଗୋଟେ ପରେ ଗୋଟେ ଚାଷ କରିବା ଉଚିତ ନୁହେଁ, କିନ୍ତୁ ଏକ ବୀଜପତ୍ରୀ ଏବଂ ଦ୍ୱିବୀଜପତ୍ରୀ ଜାତୀୟ ବିହନସବୁ ବୁଣିବା ଉଚିତ l
0
0