Looking for our company website?  
AgroStar Krishi Gyaan
Pune, Maharashtra
23 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଫଳ ଶୋଷକ ପ୍ରଜାପତିମାନେ ଟମାଟୋକୁ ମଧ୍ୟ ନଷ୍ଟ କରିପାରନ୍ତି
ଫଳ ଶୋଷକ ପତଙ୍ଗ ଲେମ୍ବୁ, କମଳା, ପିଜୁଳି ଏବଂ ଡାଳିମ୍ବ ଇତ୍ୟାଦିକୁ ନଷ୍ଟ କରିଥାଏ। ଏଥିସହିତ ସେମାନଙ୍କର ପରିବର୍ତ୍ତିତ ପାଟି ଦ୍ୱାରା ଟମାଟୋର ରସ ଶୋଷି ସେଗୁଡ଼ିକୁ ନଷ୍ଟ କରିଥାଏ। ଫଳ ଉପରେ ଅସଂଖ୍ୟା ଛିଦ୍ର ଦେଖାଯାଏ ଏବଂ ବ୍ୟାକ୍ଟେରିଆ ଓ ଫଙ୍ଗସ ଏହି ଛିଦ୍ର ଦେଇ ଭିତରକୁ ପ୍ରବେଶ କରେ ଏବଂ ଫଳଗୁଡ଼ିକ ରୋଗିଣା ହୁଏ ଓ ତଳକୁ ଖସିପଡ଼େ। ଅମଳ ଏବଂ ମାନ ଉପରେ ନକରାତ୍ମକ ପ୍ରଭାବ ଲକ୍ଷ୍ୟ କରାଯାଏ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
191
13