Looking for our company website?  
AgroStar Krishi Gyaan
Pune, Maharashtra
14 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଲେମ୍ବୁ ଏବଂ କମଳାରେ ଲିଫ୍‌ ମାଇନର ସଂକ୍ରମଣ
ଛୋଟ ଅଙ୍କାବଙ୍କା ଲାର୍ଭା ପତ୍ରର ଦୁଇ ଧାର ପରସ୍ତ ମଧ୍ୟରେ ରହେ ଏବଂ ଭିତର ଉପାଦାନ ଖାଇ ନିଏ । ସଂକ୍ରମିତ ଅଂଶଗୁଡ଼ିକ ଏକ ଧଳା ପ୍ରତିଫଳନ ପରି ଦେଖାଯାଏ । ଲାଭାଗୁଡ଼ିକ ଧାଡ଼ିରେ ଯିବା ଆସିବା କରୁଥିବା ମଧ୍ୟ ଦେଖାଯାଇପାରିବ । ଏହା ମଧ୍ୟ ‘‘ସାଇଟ୍ରସ୍‌ କାଙ୍କର’’ ବ୍ୟାକ୍ଟେରିଆ ଜନିତ ରୋଗ ବ୍ୟାପିବାରେ ସାହାଯ୍ୟ କରିଥାଏ। ଆରମ୍ଭ ହେବା ମାତ୍ରେ 10 ଲିଟର ପାଣିରେ 5 ମିଲି ହାରରେ ଇମିଡାକ୍ଲୋପ୍ରିଡ୍‌ 17.8 SL ସିଞ୍ଚନ କରନ୍ତୁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
166
38