Looking for our company website?  
AgroStar Krishi Gyaan
Pune, Maharashtra
11 Oct 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ବନ୍ଧାକୋବିରେ ପତ୍ରଖିଆ ସଂବାଳୁଆ
ଛୋଟ ଲାର୍ଭାଗୁଡ଼ିକ ଏକାଠି ହୋଇ ରୁହନ୍ତି ଏବଂ ପତ୍ରର କ୍ଲୋରୋଫିଲକୁ ରାମ୍ପି ଖାଇ ନିଅନ୍ତି। ପରିପକ୍ୱ ଅବସ୍ଥାରେ ସେଗୁଡ଼ିକ ଭୟଙ୍କର ଭାବରେ ଖାଇ ଯାଆନ୍ତି ଏବଂ ପତ୍ରଗୁଡ଼ିକୁ ନଷ୍ଟ କରି ଦିଅନ୍ତି। ଏଗୁଡ଼ିକ ମଧ୍ୟ ବନ୍ଧାକୋବି ଭିତରକୁ ପଶି ଭିତରୁ ଖାଇ ନିଅନ୍ତି। ଫସଲ ଉପରେ ପ୍ରଚୁର ପରିମାଣର ଦେଖିବାକୁ ମିଳେ। ୧୦ଲିଟର ପାଣିରେ ୧୦ମିଲି ହାରରେ କ୍ଲୋରୋଫ୍ଲୁଆଜୁରନ ୫.୪ ଇସି କିମ୍ବା ୩ ମିଲି ହାରରେ ସିଣ୍ଟ୍ରାନିଲିପ୍ରୋଲ୍‌ ୧୦ ଓଡି ସିଞ୍ଚନ କରନ୍ତୁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
174
43