Looking for our company website?  
AgroStar Krishi Gyaan
Pune, Maharashtra
20 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଆପଣ କପାରେ କିଭଳି ଭାବରେ ଗୋଲାପି ବଲଓ୍ୱାର୍ମ ସଂକ୍ରମଣ ଚିହ୍ନିପାରିବେ ?
ଖୋଲି ଯାଇଥିବା ଫୁଲ, ବଲଗୁଡ଼ିକର ଆକୃତି ସାମାନ୍ୟ ପରିବର୍ତ୍ତନ ହେବା, ବଲ୍‌ଗୁଡ଼ିକରେ ଛୋଟ ଛିଦ୍ର, ଛୋଟ ଗୋଲାପି ଲାର୍ଭା କିମ୍ବା ଖାଲି କୋଷା ଦେଖାଯିବା, ମଞ୍ଜି ଖିଆ ଯାଇଥିବା ଇତ୍ୟାଦି ଗୋଲାପି ବଲଓ୍ୱାର୍ମ ଉପସ୍ଥିତି ସମ୍ପର୍କରେ ସୂଚନା ଦିଏ । 10 ଲିଟର ପାଣିରେ 10 ମିଲି ହାରରେ ଡେଲଟାମେଥ୍ରିନ 1% + ଟ୍ରିଆଜୋଫସ୍‌ 35% EC ସିଞ୍ଚନ କରନ୍ତୁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
33
0