AgroStar Krishi Gyaan
Pune, Maharashtra
11 Jun 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଏହି କୀଟ ବିଷୟରେ ଅଧିକ ଜାଣନ୍ତୁ
ଏହା କ୍ରିସୋପେର୍ଲା ଏକ ସାହାଯ୍ୟକାରୀ କୀଟ (ମିତ୍ର କୀଟକ) ଏହା କପା ଏବଂ ଅନ୍ୟ ଫସଲରେ ସଂକ୍ରମଣ କରୁଥିବା ଶୋଷକ କୀଟ ଯଥା ଜଉ, ଝିଣ୍ଟିକା, ଧଳାମାଛି, ପତ୍ରଉଙ୍କୁଣି ଏବଂ ଅନ୍ୟପୋକ ଗୁଡ଼ିକୁ ଖାଇଥାଏ। ଏହାର ସଂରକ୍ଷଣ କରାଯିବା ଉଚିତ୍‌।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
212
0