Looking for our company website?  
AgroStar Krishi Gyaan
Pune, Maharashtra
12 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଗୋଲାପରେ ଝିଣ୍ଟିକା ନିୟନ୍ତ୍ରଣ ପାଇଁ ଏହି ଉପଚାର ପ୍ରୟୋଗ କରନ୍ତୁ
ଝିଣ୍ଟିକା ଖାଇବାର ପରିଣାମ ସ୍ୱରୂପ ପତ୍ର ଉପରେ ଧୂଷର ଦାଗ ସୃଷ୍ଟି ହୁଏ ଏବଂ ଫୁଲ ଧରିବା ପ୍ରଭାବିତ ହୁଏ। ସଂକ୍ରମିତ ଗଛରୁ କଢ଼ ସହିତ 5 ରୁ 6 ସେମି ଡେମ୍ଫ କାଟି ଦିଅନ୍ତୁ ଏବଂ ସେଗୁଡ଼ିକ ନଷ୍ଟ କରିଦିଅନ୍ତୁ । ନିୟମିତ ଭାବରେ 10 ଲିଟର ପାଣିରେ 50 ମିଲି ହାରରେ ନିମ୍ବ ତେଲ କିମ୍ବା ବ୍ୟବହାର ପାଇଁ ପ୍ରସ୍ତୁତ ନିମ୍ବ ଆଧାରିତ ଦ୍ରବଣ 20 ମିଲି (1% EC) ରୁ 40 ମିଲି (0.15% EC) ହାରରେ ସିଞ୍ଚନ କରନ୍ତୁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
57
10