Looking for our company website?  
AgroStar Krishi Gyaan
Pune, Maharashtra
25 Sep 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଏହି ଗ୍ରବ(ଶୂକ) ବିଷୟରେ ଜାଣନ୍ତୁ
ଏହା ଏକ ମାଇମାଛିର ଶୂକ ଅଟେ ଯିଏକି ନରମ ଶରୀର ଥିବା କୀଟ ପରି ଏଫିଡ୍ସ, ଜସିଡ୍ସକୁ ଖାଇଦିଏ |ଏହା ଏକ ଉପକାରୀ କୀଟ ଅଟେ ଗୋଟିଏ ଶୂକର ଦିନକରେ 450-500 ପର୍ଯ୍ୟନ୍ତ ଏଫିଡ୍ସ ଖାଇବାର କ୍ଷମତା ରହିଛି | ଯଦି ଏହି କୀଟର ବହୁଳତା ସନ୍ତୋଷଜନକ ସ୍ତରରେ ରହିଥାଏ, ତେବେ କୀଟନାଶକର ପ୍ରୟୋଗକୁ ବନ୍ଦ କିମ୍ୱା ବିଳମ୍ୱ କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
14
0