AgroStar Krishi Gyaan
Pune, Maharashtra
17 Mar 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ବୁଢିଆଣୀ (ମାଙ୍କଡ଼ସା) ବିଷୟରେ ଜାଣନ୍ତୁ
ଫସଲରେ ବିଭିନ୍ନ ପ୍ରଜାତିର ବୁଢିଆଣୀ (ମାଙ୍କଡ଼ସା) ରହିଥାନ୍ତି, ଯାହା ସାଧାରଣତଃ ଏଫିଡ଼, ଜସିଡ଼, ଧଳାମାଛି, କ୍ଷତିକାରକକୀଟ ଏବଂ ସଁବାଳୁଆ ପରି ଶୋଷଣକାରୀ କୀଟଗୁଡ଼ିକୁ ଖାଇଥାନ୍ତି | ସେଗୁଡ଼ିକ ଉପକାରୀ ଜୈବନିୟନ୍ତ୍ରଣ ଏଜେଣ୍ଟ ଅଟନ୍ତି, ସେଗୁଡ଼ିକୁ ରକ୍ଷା କରନ୍ତୁ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
349
0