Looking for our company website?  
AgroStar Krishi Gyaan
Pune, Maharashtra
09 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଗଣ୍ଡା ପୋକ ଦ୍ୱାରା ନଡ଼ିଆ ଫସଲରେ ହେଉଥିବା କ୍ଷତି ବିଷୟରେ ଜାଣନ୍ତୁ
ବୟସ୍କ ବିଟଲ ବିନ୍ଧା ପୋକ ଖୋଲିନଥିବା ଗଜାପତ୍ର ମଧ୍ୟରେ କଣା କରିଦିଏ, ଭିତର ଅଂଶକୁ ଖାଏ ଏବଂ ମୂଳ ଭାଗରେ ଥିବା ତନ୍ତୁକୁ ଚୋବାଇ ଦିଏ l ପୋକ କାଟିଥିବା ଗଜାପତ୍ରଟି ଯେବେ ପୂର୍ଣ୍ଣ ମାତ୍ରାରେ ଖୋଲେ ତ୍ରିଭୁଜାକାର କଟା ଚିହ୍ନ ଗୁଡିକ ଦେଖାଯାଏ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
15
0