Looking for our company website?  
AgroStar Krishi Gyaan
Pune, Maharashtra
12 Oct 19, 12:00 PM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଆପଣଙ୍କ ପଶୁ ସମ୍ପଦକୁ ପ୍ରଦୂଷିତ ଖାଦ୍ୟ ଠାରୁ ଦୁରେଇ ରଖନ୍ତୁ
କେତେକ ସମୟରେ ରୋଗନାଶକ ଏବଂ କୀଟନାଶକ ଦ୍ୱାରା ପ୍ରଦୂଷିତ ହୋଇଥିବାଘାସ କିମ୍ବା ଖାଦ୍ୟ ଗାଈଗୋରୁଙ୍କୁ ଖୁଆଇ ଦିଆଯାଏ । ଏହା ପଶୁଙ୍କର ଶରୀର ମଧ୍ୟକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରବେଶ କରିଥାଏ ଏବଂ ସେମାନଙ୍କ ସ୍ୱାସ୍ଥ୍ୟକୁସଙ୍କଟାପନ୍ନ କରିଥାଏ । ବର୍ତ୍ତମାନ ସମୟରେ ଗୋପାଳକମାନେ ବିଶେଷ ଯତ୍ନ ନେବା ଜରୁରୀ । ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
256
0