Looking for our company website?  
AgroStar Krishi Gyaan
Pune, Maharashtra
15 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କପାରେ ପତ୍ର ଝିଣ୍ଟିକା (ଜସିଡ୍‌) ଗୁଡ଼ିକ
ସାମାନ୍ୟ ବ୍ୟତିକ୍ରମରେ ଉଭୟ ଅବିକଶିତ କୀଟ ଏବଂ ପରିପକ୍ୱକୀଟ କୋଣିଆ ଚାଲନ୍ତି ଏବଂ ସେଗୁଡ଼ିକ କୋଷର ଚାରାଗୁଡ଼ିକୁ ଶୋଷି ନିଅନ୍ତି । ପରିଣାମ ସ୍ୱର ପ ପତ୍ରର କଢ଼ଗୁଡ଼ିକ ହଳଦିଆ ପଡ଼ିଯାଏ ଏବଂ ଶେଷରେ ମୋଡି ହୋଇଯାଏ। ଯଦି ଅଧିକ ସଂକ୍ରମଣ ହୁଏ ତେବେ 10 ଲିଟର ପାଣିରେ 10 ମିଲି ହାରରେ ସଲଫୋଜାଫ୍ଲୋର 21.8 SC କିମ୍ବା 3 ଗ୍ରାମ ହାରରେ କ୍ଲୋଥିଆନିଡିନ୍‌ ସିଞ୍ଚନ କରନ୍ତୁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
44
5