AgroStar Krishi Gyaan
Pune, Maharashtra
04 Feb 19, 10:00 AM
ଆଜଭାଇଜରୀ ଆର୍ଟିକଲ୍‌ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ବାଇଗଣ ରେ କାଣ୍ଡ ଏବଂ ଫଳ ବିନ୍ଧା ପୋକର ଏକୀଭୂତ ପରିଚାଳନା
• କୀଟ ଦ୍ୱାରା ସଂକ୍ରମିତ ବାଇଗଣ ଗଛ ଓ ଫଳ କୁ କାଢିଦିଅନ୍ତୁ ଏବଂ ନଷ୍ଟ କରିଦିଅନ୍ତି | • ବାଇଗଣ ଗଛରେ ଫୁଲଧରିବା ପୂର୍ବରୁ, ଏକର ପ୍ରତି ୪ ରୁ ୬ ଫେରୋମୋନ୍‌ ଜାଲ ଲଗାନ୍ତୁ | ଏହି ଜାଲ କୁ କ୍ଷେତ ରେ ଫସଲ ଉଚ୍ଚତା ରୁ ଟିକିଏ ଅଧିକ ରେ ଲଗାନ୍ତୁ ଯାହା ଫଳରେ କୀଟ ତାହା ଆଡ଼କୁ ଆକର୍ଷିତ ହେବେ | • ପ୍ରତି ଏକର କ୍ଷେତରେ ଏହ ହାଲକା ଜାଲ ଲଗାନ୍ତୁ |
• କୀଟ ନିୟନ୍ତ୍ରଣ ପାଇଁ, ପ୍ରତି ଏକର ୨ ରୁ ୩ ଟ୍ରାଇକୋଗାର୍ମା ଚ୍ଚିଲୋନିସ୍‌ ପ୍ରଜାତିର ଟ୍ରାଇକୋ-କାର୍ଡ ଲଗାନ୍ତୁ | • ବିଟି ଜୈବିକ କୀଟ ନାଶକ ଉପରେ ଆଧାର କରି ବାଇଗଣ ଗଛରେ ପ୍ରତି ଲିଟର ୧୦ ଗ୍ରାମ୍‌ ପାଣି ସ୍ପ୍ରେ କରନ୍ତୁ | • ୧୫ ଦିନ ଅନ୍ତରାଳ ରେ ୩ ମି.ଲି ପ୍ରତି ଲିଟର ପାଣି ସହିତ ନିମାର୍କ ୫% କିମ୍ବା ଆଜାଦିରାଚତିନ (୩୦୦ପିପିଏମ) ସ୍ପ୍ରେ କରନ୍ତୁ | ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
808
144