Looking for our company website?  
AgroStar Krishi Gyaan
Pune, Maharashtra
06 Jul 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କପା ଫସଲରେ ପିଙ୍କ ବଲୱାର୍ମ ଫେରୋମନ ଯନ୍ତାଗୁଡିକର ସ୍ଥାପନ
ପ୍ରତି ବର୍ଷ ଯେଉଁ ଅଞ୍ଚଳରେ କୀଟ ଉପଦ୍ରବ ହେଉଥିବାର ଦେଖାଯାଏ, ପର୍ଯ୍ୟବେକ୍ଷଣ ଉଦ୍ଦେଶ୍ୟରେ ହେକ୍ଟର ପିଛା 8ଟି ଫେରୋମୋନ ଯନ୍ତାଗୁଡିକୁ ବସାନ୍ତୁ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
5
0