Looking for our company website?  
AgroStar Krishi Gyaan
Pune, Maharashtra
13 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ବାଇଗଣରେ ରୋଗ ସଂକ୍ରମଣ ସମ୍ପର୍କରେ ଅଧିକ ଜାଣନ୍ତୁ
ଏହାକୁ ଲେସ୍‌ଓ୍ୱିଙ୍ଗ ପୋକ କୁହାଯାଏ; ଏହାର ଛୋଟ ପୋକଗୁଡ଼ିକ ହାଲକା ସବୁଜ ରଙ୍ଗର ଏବଂ ଏହା ଉପରେ କଳା ଦାଗ ଥାଏ । ସବୁ ଛୋଟ ପୋକ ଏବଂ ବଡ଼ ପୋକ ଚାରା ଗଛର ପତ୍ର ଶୋଷି ନିଅନ୍ତି, ପରିଣାମ ସ୍ୱରୂପ ଛୋଟ ହଳଦିଆ ଦାଗଗୁଡ଼ିକ ଅଧିକ ଦେଖାଯାଏ । ଅନ୍ୟ ପୋକ ପାଇଁ ବ୍ୟବହାର କରାଯାଉଥିବା ସିଞ୍ଚନ ସେଗୁଡ଼ିକୁ ନିୟନ୍ତ୍ରଣ ପାଇଁ ବ୍ୟବହାର କରାଯାଇପାରେ, ଅଲଗା ସିଞ୍ଚନ ଆବଶ୍ୟକ ନାହିଁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
69
1