AgroStar Krishi Gyaan
Pune, Maharashtra
25 Jul 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ସୋୟାବିନ୍‌ରେ ପତ୍ର ଖାଉଥିବା ଶଁବାଳୁଆର ସଂକ୍ରମଣ
କୃଷକଙ୍କ ନାମ: ଶ୍ରୀ ବିରେନ୍ଦ୍ର ସିଂହ ରାଜ୍ୟ: ମଧ୍ୟ ପ୍ରଦେଶ ସମାଧାନ: ପ୍ରତି ଏକର ପିଛା ଇମାମେକ୍ଟିନ୍‌ ବେଞ୍ଜୋଏଟ୍‌ 5% ଏସଜି @100 ଗ୍ରାମ୍‌ ସ୍ପ୍ରେ କରନ୍ତୁ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
452
53