AgroStar Krishi Gyaan
Pune, Maharashtra
24 Jul 19, 10:00 AM
ଆନ୍ତଃରାଷ୍ଟ୍ରୀୟ କୃଷିବିସ୍କୋନ
ହାଇଡ୍ରୋପୋନିକ୍ସ ଟେକ୍ନୋଲୋଜୀ
1. ପାଣି ଦ୍ରାବକରେ ଖଣିଜ ପୋଷକ ମିଶ୍ରଣ ବ୍ୟବହାର କରି ବିନା ମାଟିରେ ବୃଦ୍ଧି ହେଉଥିବା ଚାରାର ପଦ୍ଧତିକୁ ‘ହାଇଡ୍ରୋପୋନିକ୍ସ’ ଭାବରେ ଜଣାଯାଏ | 2. ଏହି କୌଶଳରେ ମୁଖ୍ୟତଃ ଗୋଖାଦ୍ୟ ଚାରା ଏବଂ ସ୍ୱଳ୍ପ-କାଳୀନ ପନିପରିବା ଗଛଗୁଡ଼ିକ ଅନ୍ତର୍ଭୁକ୍ତ ହୋ‍ଇଥାଏ | 3. ଫସଲର ବିକାଶ ଏବଂ ସଂରକ୍ଷଣ କରିବା ପାଇଁ କଠିନ (ଦାନାଦାର) ଖାଦ୍ୟ ସାମଗ୍ରୀର ବ୍ୟବହାର ବିନା ତରଳ ପଦାର୍ଥରୁ ଗଛର ଚେର ପର୍ଯ୍ୟନ୍ତ ଜଳ ଏବଂ ଖଣିଜ ପଦାର୍ଥ ଯୋଗାଣ କରାଯାଇଥାଏ | ଉତ୍ସ: ବିସ୍କୋନ
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
251
0