AgroStar Krishi Gyaan
Pune, Maharashtra
24 Jul 19, 06:00 AM
ଦିନର ଟିପ୍ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
କପା ଫସଲରେ ପିଙ୍କ ବୁଲୱାର୍ମ ଆକ୍ରମଣ ବିଷୟରେ ଆପଣ କିପରି ଜାଣିବେ ?
ଶୁକଗୁଡିକ ଫୁଲର ପାଖୁଡା ଗୁଡିକରେ ଲାଗିରହନ୍ତି ଏବଂ ସେଗୁଡିକୁ ଗୋଲାପ ଫୁଲ ଭଳି କରିଦିଅନ୍ତି (ଛୋଟ ଗୋଲାପଫୁଲ) l କପା ଫୁଲ ଗୁଡିକରେ ଏହି ଭଳି ପରିବର୍ତ୍ତନ ପିଙ୍କ ବୁଲୱାର୍ମର ଆକ୍ରମଣକୁ ଦର୍ଶାଏ l
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍ ଅପ୍ ଚିହ୍ନ ଉପରେ କ୍ଲିକ୍ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍ କରନ୍ତୁ |