Looking for our company website?  
AgroStar Krishi Gyaan
Pune, Maharashtra
19 Nov 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଅଙ୍ଗୁର ଝିଣ୍ଟିକାର ନିୟନ୍ତ୍ରଣ
ସଂକ୍ରମିତ ଲାର୍ଭା ଉପରେ ଧଳାଗାର ଦେଖାଯାଏ। ଅଧିକ ସଂକ୍ରମଣ କ୍ଷେତ୍ରରେ ଛୋଟ ଫଳଗୁଡ଼ିକ ଅପରିପକ୍ୱ ଭାବରେ ଖସି ପଡ଼େ। ଆରମ୍ଭ ହେବା ମାତ୍ରେ 10 ଲିଟର ପାଣିରେ 4 ମିଲି ହାରରେ ସିଣ୍ଟ୍ରାନିଲିପ୍ରୋଲ 10.26 OD କିମ୍ବା 4 ଗ୍ରାମ ହାରରେ ଇମାମାକ୍ଟିନ ବେନଜୋଏଟ୍‌ 5 SG କିମ୍ବା 3 ଗ୍ରାମ ହାରରେ ଫିପ୍ରୋନିଲ୍‌ 80 WG କିମ୍ବା 5 ଗ୍ରାମ ହାରରେ ଲାମ୍ବଡା ସିଏଲୋଥ୍ରୀନ୍‌ 4.9 CS ସିଞ୍ଚନ କରନ୍ତୁ ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
231
43