Looking for our company website?  
AgroStar Krishi Gyaan
Pune, Maharashtra
24 Feb 19, 06:00 AM
ଦିନ ର ଟିପ୍ଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଲଙ୍କା ମରିଚ ଫସଲ ବ୍ୟବସ୍ଥା
ଲଙ୍କା ମରିଚ ଫସଲରେ ଉତ୍ପାଦନ ବୃଦ୍ଧି ପାଇଁ ନିୟମିତ ଭାବେ ଫିମ୍ପିନାଶକ ଓ କୀଟନାଶକ ସିଞ୍ଚନ କରନ୍ତୁ | ଆରେବା ଏବଂ ଅବତାର, ଯାହା ଶସ୍ତା ଏବଂ ଅତି ଫଳପ୍ରଦ, କୀଟ ଓ ଫିମ୍ପିର ଦମନ ପାଇଁ ପ୍ରୟୋଗ କରିବା ଉଚିତ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
2
1