Looking for our company website?  
AgroStar Krishi Gyaan
Pune, Maharashtra
18 Feb 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଉପଯୁକ୍ତ ମାର୍ଗଦର୍ଶନ କାରଣରୁ ତରଭୁଜର ସ୍ୱସ୍ଥ୍ୟ ବିକାଶ
କୃଷକଙ୍କ ନାମ -ଶ୍ରୀ ଧର୍ମେନ୍ଦ୍ର ବାସବା ରାଜ୍ୟ - ଗୁଜୁରାଟ ଟିପ୍‌ -ଡ୍ରିପ୍‌ ମାଧ୍ୟମରେ ପ୍ରତି ଏକର 3 କିଲୋଗ୍ରାମ 19: 19: 19 ଦେବା | ତା ସହିତ ପ୍ରତି ପମ୍ପ 20 ଗ୍ରାମ ମାଇକ୍ରୋନ୍ୟୁଟ୍ରିଏଣ୍ଟ ସ୍ପ୍ରେ କରିବା ଦରକାର |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
503
97