Looking for our company website?  
AgroStar Krishi Gyaan
Pune, Maharashtra
26 Sep 19, 04:00 PM
ଆଜିର ଫଟୋଏଗ୍ରୋଷ୍ଟାର ଏଗ୍ରୋନୋମୀ ସେଣ୍ଟର ଅଫ ଏକ୍ସଲେନ୍ସ
ଅଦା ଫସଲର ସୁସ୍ଥ ବୃଦ୍ଧି
କୃଷକଙ୍କ ନାମ – ଶ୍ରୀ ଦାସ ରାଜ୍ୟ- ମହାରାଷ୍ଟ୍ର ସମାଧାନ- ପ୍ରତି ପମ୍ପ ଚେଲଟେଡ଼ ଫେରୋସ୍‌@ 15 ଗ୍ରାମ୍‌ ସ୍ପ୍ରେ କରନ୍ତୁ ଏବଂ ସୁସ୍ଥ ବିକାଶ ପାଇଁ ଡ୍ରିପ୍‌ ମାଧ୍ୟମରେ ଏକର ପିଛା 19:19:19 @3 କିଲୋଗ୍ରାମ୍‌ ଦିଆଯିବା ଉଚିତ |
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
529
29