Looking for our company website?  
AgroStar Krishi Gyaan
Pune, Maharashtra
18 Sep 19, 10:00 AM
ଆନ୍ତଃରାଷ୍ଟ୍ରୀୟ କୃଷିଡୋଲେ ଟ୍ୟୁବ"
କଣ ଆପଣ କଦଳୀ ଅମଳର ଏହି କୌଶଳକୁ ଦେଖିଛନ୍ତି?
• କେବେ ଏବଂ କିପରି ଅମଳ କରିବାର ନିଷ୍ପତ୍ତି ନେବା ପାଇଁ, କଦଳୀ ଆଙ୍ଗୁଟିକୁ ମପାଯାଏ | • କଦଳୀର କାନ୍ଦିକୁ କୌଣସି ଶାରୀରିକ କ୍ଷତିର କାରଣରୁ ରକ୍ଷା କରିବା ପାଇଁ ସୁରକ୍ଷିତ ଫୋମ ପ୍ୟାଡିଙ୍ଗ ସ୍ଥାନିତ କରାଯାଏ | • ଛଡାଯାଇଥିବା ପତ୍ରଗୁଡ଼ିକୁ ଟ୍ରିମ କରାଯାଏ ଏବଂ ଏହା ପରବର୍ତ୍ତୀ ଫସଲ ପାଇଁ ହୁମୁସ(ସାର) ରୂପେ ବ୍ୟବହାର ହୁଏ | • ଅମଳ ପରେ, କଦଳୀଗୁଡ଼ିକୁ ପରିଷ୍କାର କରାଯାଏ, ଗ୍ରେଡ୍‌ କରାଯାଏ ଏବଂ ମାର୍କେଟିଙ୍ଗ ପାଇଁ ଯତ୍ନର ସହ ପ୍ୟାକ୍‌ କରଯାଏ | ଉତ୍ସ: ଡୋଲେ ଟ୍ୟୁବ"
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
271
6