Looking for our company website?  
AgroStar Krishi Gyaan
Pune, Maharashtra
10 Oct 19, 06:00 AM
ଦିନର ଟିପ୍‌ଏଗ୍ରୋଷ୍ଟାର ଏଗ୍ରି-ଡ଼କ୍ଟର
ଆପଣ କପାରେ ଏହି ପୋକ ଲକ୍ଷ୍ୟ କରିଛନ୍ତି କି?
ଏହା ଏକ କ୍ଷୁଦ୍ର କୀଟ ଯାହାକୁ କି ଫ୍ଲାଟିଡ୍‌ ହପର୍‌ କୁହାଯାଏ। ଏହା କପା ଫସଲର ଚାରାଗୁଡ଼ିକ ଶୋଷିନିଏ। କିନ୍ତୁ ଏହା କୌଣସି ଅର୍ଥନୈତିକ କ୍ଷତି କରେ ନାହିଁ। ଏହି ପୋକକୁ ନିୟନ୍ତ୍ରଣ କରିବା ପାଇଁ କୌଣସି କୀଟନାଶକ ଆବଶ୍ୟକ ନୁହେଁ।
ଯଦି ଆପଣ ଏହି ସୂଚନା ଉପଯୋଗୀ ପାଆନ୍ତି, ତେବେ ଫଟୋ ତଳେଥିବା ହଳଦିଆ ଥମ୍ବସ୍‌ ଅପ୍‌ ଚିହ୍ନ ଉପରେ କ୍ଲିକ୍‌ କରନ୍ତୁ ଏବଂ ତଳେ ଦିଆଯାଇଥିବା ବିକଳ୍ପ ବ୍ୟବହାର କରି ନିଜର କୃଷକ ମିତ୍ରଗଣଙ୍କ ସହ ମଧ୍ୟ ସେୟାର୍‌ କରନ୍ତୁ |
261
43